ହଟସ୍ପଟରୁ ଅନୁଗୋଳ ଆସିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ - 14 days quarantine mandatory in angul district
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7992900-thumbnail-3x2-anugul.jpg)
ଅନୁଗୋଳ: ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ରୋକ ଲଗାଇବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଯାଜପୁର ଓ ଗଞ୍ଜାମ ସମେତ ହଟ ସ୍ପଷ୍ଟ ଅଞ୍ଚଳରୁ ଫେରିଲେ ଅନୁଗୋଳରେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି କହିଛନ୍ତି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
TAGGED:
angul corona update