thumbnail

By

Published : Jul 1, 2022, 8:36 AM IST

Updated : Feb 3, 2023, 8:24 PM IST

ETV Bharat / Videos

ବନାନ୍ତୁ ମିର୍ଚି ବରା ଆଉ ଖୁଆନ୍ତୁ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ଚଟପଟା ଖାଇବା ପ୍ରସ୍ତୁତ ହୋଇଥାଏ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ଚଟ୍‌ପଟା ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ମିର୍ଚି ବରା । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.