Rice Kheer, ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି ଚାଉଳ କ୍ଷୀରି - ଖାଦ୍ୟ ରେସିପି

🎬 Watch Now: Feature Video

thumbnail

By

Published : Aug 16, 2022, 9:22 AM IST

Updated : Feb 3, 2023, 8:26 PM IST

ହାଇଦ୍ରାବାଦ: କ୍ଷୀରି ତ ଆପଣ ନିହାତି ଖାଇଥିବେ । ଘରେ ଭଲ ଦିନରେ କିମ୍ବା ଭୋଜି ଆଦିରେ କ୍ଷୀରି ହେବାଟା ଥୟ । କ୍ଷୀର ଅରୁଆ ଚାଉଳ ଚିନି ଆଦି ବ୍ୟବହାର କରି କ୍ଷୀରି ପ୍ରସ୍ତୁତ ହୁଏ । ତେବେ ଚାଉଳକୁ ବତୁକାଇ କ୍ଷୀରି ହେବା ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଚାଉଳ କ୍ଷୀରି । କଣ କଣ ଆବଶ୍ୟତୀୟ ଜିନିିଷ ଦରକାର ଜାଣିବା ପାଇଁ ଦେଖନ୍ତୁ ଚାଉଳ କ୍ଷୀରି ପ୍ରସ୍ତୁତି ଭିଡିଓ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.