Dahi Puri: ଦେଖନ୍ତୁ କିପରି ପ୍ରସ୍ତୁତ କରିବେ ଦହିପୁରୀ - ଦହିପୁରୀ
🎬 Watch Now: Feature Video
ହାଇଦ୍ରାବାଦ: ସମସ୍ତେ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭଲ ପାଗ ଥିଲେ ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ଚଟ୍ପଟା ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ଦହି ପୁରୀ (Dahi Puri ) । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST