ପ୍ରସ୍ତୁତ କରନ୍ତୁ ମିଲ୍କ କେକ୍ - ETV Bharat Food and Recipes
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8395786-441-8395786-1597241932635.jpg)
ମିଲ୍କ କେକ୍ ସାଧାରଣତଃ ମିଠା ଦୋକାନରେ ମିଳିଥାଏ । ଏହା ବହୁତ ସଫ୍ଟ ଓ ସ୍ବାଦିଷ୍ଟ ମଧ୍ୟ । ତେବେ ଏହି ରେସିପିକୁ କେମିତି ଘରେ ପ୍ରସ୍ତୁତ କରିବେ । ଏହି ଭିଡିଓଟିକୁ ଦେଖିଦେଖି ଆପଣ ମଧ୍ୟ ଘରେ ପ୍ରସ୍ତୁତ କରନ୍ତୁ।