ଘରେ ବନାନ୍ତୁ ସ୍ବାଦିଷ୍ଟ ‘ଖମନ୍ ଢୋକଲା’ - healthy breakfast recipes
🎬 Watch Now: Feature Video

ଖମନ୍ ଢୋକଲା ହେଉଛି ଅତି ନରମ। ଏହାକୁ ସାଧାରଣତଃ ବେସନରେ ପ୍ରସ୍ତୁତ କରାଯାଇଥାଏ । ଖାଲି ସ୍ନାକ୍ସ ନୁହେଁ ଏହା ଗୋଟିଏ ଲୋକପ୍ରିୟ ବ୍ରେକଫାଷ୍ଟ ମଧ୍ୟ। ଯଦି ଆପଣ ଶାକାହାରୀ ଏହି ରେସିପିକୁ ଭଲ ପାଆନ୍ତି ତେବେ ଏହି ଗୁଜୁରାଟୀ ସ୍ନାକ୍ସ ଏକ ଭଲ ବିକଳ୍ପ। ଦେଖନ୍ତୁ କିପରି ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ଓ ତୁଳାପରି ନରମ ଢୋକଲା ।