thumbnail

By

Published : Jan 10, 2023, 5:52 PM IST

Updated : Feb 3, 2023, 8:38 PM IST

ETV Bharat / Videos

Joshimath Crisis: ନନବ୍ଲାଷ୍ଟ ଟେକ୍ନୋଲୋଜିରେ ଭଙ୍ଗାଯିବ ବିପଦସଙ୍କୁଳ କୋଠା, ଜାଣନ୍ତୁ କଣ ଏହି ପଦ୍ଧତି ?

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଭୌଗଳିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଘର ବା କୋଠାଗୁଡିକୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିପଦସଙ୍କୁଳ ସ୍ଥାନରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତରଣ କରି ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ ଥଇଥାନ କରିସାରିଛ ସ୍ଥାନୀୟ ପ୍ରଶାସନ । ତେବେ ଏହି କୋଠାଗୁଡିକୁ ମେସିନ ପରିବର୍ତ୍ତେ ନନବ୍ଲାଷ୍ଟ ଟେକ୍ନୋଲୋଜି (non blast technology Joshimath) ବ୍ୟବହାର କରି ଭଙ୍ଗାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ରୁରକୀ ସ୍ଥିତ କେନ୍ଦ୍ରୀୟ ବିଲ୍ଡିଂ ରିସର୍ଚ୍ଚ ସଂସ୍ଥାନର ବରିଷ୍ଠ ବିଶେଷଜ୍ଞଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ପ୍ରକ୍ରିୟା ସମ୍ପର୍କରେ CBRI ର ନିର୍ଦ୍ଦେଶକ ଡ.ସନ୍ଦୀପ କୁମାରଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଡେରାଡୁନ ପ୍ରତିନିଧି (Conversation with CBRI Director Pradeep Kumar)। ଶୁଣନ୍ତୁ କ’ଣ ଏହି ନନବ୍ଲାଷ୍ଟ ଟେକ୍ନୋଲୋଜି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.