ଧାମନଗରରେ ସରିଲା ୫ମ ପର୍ଯ୍ୟାୟ ମତଦାନ - ଧାମନଗର ପଞ୍ଚମ ପର୍ଯ୍ୟାୟ ମତଦାନ
🎬 Watch Now: Feature Video
ଭଦ୍ରକ: ସମାପ୍ତ ହେଲା ପଞ୍ଚମ ପର୍ଯ୍ୟାୟ ମତଦାନ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ୧୩ ନମ୍ବର ଜୋନରେ ମଧ୍ୟ ସରିଛି ମତଦାନ କାର୍ଯ୍ୟକ୍ରମ । ସେଠାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସରିଥିବା ଜଣାଇଛନ୍ତି ପ୍ରିଜାଇଡିଂ ଅଫିସର । ବିସ୍ତୃତ ଆଲୋଚନା କରିଛନ୍ତି ଆମ ଭଦ୍ରକ ରିପୋର୍ଟର ଦେବାଶିଷ ମହାପାତ୍ର ।
Last Updated : Feb 3, 2023, 8:17 PM IST