Digital dialogue: ଲେନିନଙ୍କ ମତରେ ଏକପାଖିଆ ହେବ ପଞ୍ଚାୟତ ନିର୍ବାଚନ

By

Published : Feb 12, 2022, 5:37 PM IST

Updated : Feb 3, 2023, 8:11 PM IST

thumbnail

ଭୁବନେଶ୍ବର: ଇଟିଭି ଭାରତ ଡିଜିଟାଲ ଡାଇଲଗର ଚଳିତ ସପ୍ତାହର ଅତିଥି ହେଉଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମୁଖପାତ୍ର ଲେନିନ ମହାନ୍ତି । ରାଜ୍ୟ ରାଜନୀତି, ଆର୍ଥିକ, ରାଜ୍ୟ କେନ୍ଦ୍ର ସମ୍ପର୍କ, ପଞ୍ଚାୟତ ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ନେଇ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଲେନିନ । ଲେନିନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ ରୁଦ୍ର ଦାସ ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.