ଓଡିଶା
odisha
ETV Bharat / Videos
By
Published : Apr 9, 2020, 8:24 PM IST
କଟକ: ବଢିଲା ଲକ୍ଡାଉନ୍ର ଅବଧି। ଅପ୍ରେଲ 30 ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେପଟେ ଲକ୍ଡାଉନ୍ ଚାଲିଥିବା ସମୟରେ କିଛି କିଛି ସ୍ଥାନରେ ନିୟମକୁ ଉଲଙ୍ଘନ କରି ବିଭିନ୍ନ ଆଳ ଦେଖାଇ ବାହାରେ ଲୋକେ ବୁଲୁଥିବା ଦେଖିବାକୁ ମିଳୁଛି । ତେବେ ଲକ୍ଡାଉନ୍ ସମୟରେ କଟକର ସ୍ଥିତି ଏବେ କଣ ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ପ୍ରଭୁ କଲ୍ୟାଣ ପାଲ ।
TAGGED:
ABOUT THE AUTHOR
...view details
1 Min Read
Jul 12, 2024
Jul 11, 2024
Copyright © 2024 Ushodaya Enterprises Pvt. Ltd., All Rights Reserved.