୪୪ ବର୍ଷରେ ଗୋପାଳପୁରର ଶାରଦୀୟ ନବରାତ୍ର ପୂଜା - Mahanavami Puja of maa Durga

🎬 Watch Now: Feature Video

thumbnail

By

Published : Oct 14, 2021, 10:55 PM IST

Updated : Oct 15, 2021, 6:41 AM IST

ବ୍ରହ୍ମପୁର: ୪୪ ବର୍ଷରେ ଗୋପାଳପୁରର ଶାରଦୀୟ ନବରାତ୍ର ପୂଜା । ଶାରଦୀୟ ନବରାତ୍ର ପୂଜା ଅବସରରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଠାରୁ ଆରମ୍ଭ କରି ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମା'ଙ୍କ ନବରାତ୍ର ପୁଜା । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଆଯୋଜିତ ହୋଇଆସୁଥିବା ମା' ଜଗତଜନନୀଙ୍କ ପୂଜାର୍ଚ୍ଚନା ୪୪ ବର୍ଷରେ ପହଞ୍ଚିଛି । ସ୍ଥାନୀୟ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବସଷ୍ଟାଣ୍ଟ୍‌ ନିକଟରେ ମା'ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
Last Updated : Oct 15, 2021, 6:41 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.