ବଡ ଠାକୁର ବଳଭଦ୍ରଙ୍କ ସୁନାବେଶ

By

Published : Jul 2, 2020, 9:35 PM IST

thumbnail
ପୁରୀ: ରଥାରୂଢ ଶ୍ରୀଜୀଉଙ୍କ ସୁନାବେଶ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା ଭଳି ଦୁର୍ଲଭ ରତ୍ନରେ ଆଭୂଷିତ ହେଉଛନ୍ତି ବଡ ଠାକୁର ଶ୍ରୀବଳଭଦ୍ର । କୋଭିଡ କଟକଣା ମଧ୍ୟରେ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି । ପୁରୀରୁ ଶକ୍ତି ପ୍ରସାଦ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.