ଶୁଣନ୍ତୁ ରାଜ୍ୟ ଚଳଚିତ୍ର ନିଗମ ଅଧ୍ୟକ୍ଷଙ୍କ କଣ୍ଠରୁ... - କୁନା ତ୍ରିପାଠୀ
🎬 Watch Now: Feature Video

ଏଦୃଶ୍ୟ ସଲାମ ପୋଲିସ କାର୍ଯ୍ୟକ୍ରମର ଯେଉଁଠି ଅତି ଚମତ୍କାର ସଙ୍ଗୀତ ପରିବେଷଣ କରୁଛନ୍ତି ରାଜ୍ୟ ଚଳଚିତ୍ର ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ । ଆପଣ ଶୁଣିଲେ ହସିହସି ବେଦମ ହୋଇଯିବେ...