କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା ଲଗାଇଲା ପ୍ରଶାସନ - ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5680240-440-5680240-1578766429967.jpg)
କଟକ: ଜିଲ୍ଲାରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଭିଭାବକ ମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବାକୁ ବାରଣ କରିବାକୁ ପ୍ରଶାସନ ଅନୁରୋଧ କରିଛି । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...