ବରିଷ୍ଠ ନାଗରିକ ଘରୁ ବାହାରନ୍ତୁ ନାହିଁ: ସିପି - CP sudhansu sarangi
🎬 Watch Now: Feature Video

ଭୁବନେଶ୍ବର: ବରିଷ୍ଠ ନାଗରିକ ଘରୁ ନ ବାହାରିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାରେ ଯୁବକମାନେ ସହଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି । ଶୁକ୍ରବାର ଟ୍ବିନ ସିଟିରେ ଲକଡାଉନ ଜାରି ନେଇ ଘୋଷଣା ସମୟରେ ଏହା କହିଛନ୍ତି କମିଶନର ।