SCBର ବିଚିତ୍ର ସ୍ବାସ୍ଥ୍ୟସେବା, ରକ୍ତ ପରୀକ୍ଷା ପାଇଁ ଲମ୍ବା ଲାଇନକୁ ଅପେକ୍ଷା - cuttack news
🎬 Watch Now: Feature Video
କଟକ: ରକ୍ତ ପରୀକ୍ଷା ପାଇଁ ଲାଗୁଛି ଗୋଟିଏ ଦିନ । ତାହା ପୁଣି ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବା ପରେ । ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ଏ ସମସ୍ୟା ହେଉଛି କଟକ ବଡ ମେଡିକାଲର । ଦେଖନ୍ତୁ ଏହି ଦୃଶ୍ୟ । ଘଣ୍ଟା ଘଣ୍ଟା ଧରି ରୋଗୀଙ୍କ ସମ୍ପର୍କୀୟ ରକ୍ତ ପରୀକ୍ଷା ପାଇଁ ଛିଡା ହେଉଛନ୍ତି ଏସସିବି ରକ୍ତ ନିଦାନ କେନ୍ଦ୍ର ସମ୍ମୁଖରେ ।