ସ୍ୟାଣ୍ଡ ଆନିମେସନରେ ଟ୍ରାଜେଡି କିଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି - puri news
🎬 Watch Now: Feature Video

ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବର୍ଷିଆନ କଳାକାର ଦିଲୀପ କୁମାରଙ୍କୁ ସ୍ୟାଣ୍ଡ ଆନିମେସନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦିଲ୍ଲୀପ କୁମାରଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି । ଏବଂ "Tribute to the tragedy king Dilip Kumar "ର ବାର୍ତ୍ତା ଦେଇଛନ୍ତି | ଏହାକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 2 ଘଣ୍ଟା ସମୟ ଲାଗିଥିଲା |