କଟକରେ ବେଧଡକ ଚାଲିଛି ପ୍ଲାଷ୍ଟିକ ବ୍ୟବହାର - ସରକାରୀ ନିୟମ କୁ ଫୁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5736314-63-5736314-1579195192804.jpg)
ସିଲଭରସିଟି କଟକରେ ଚାଲିଛି ବେଧଡକ ପ୍ଲାଷ୍ଟିକ କାରବାର । ଉଭୟ ଖାଉଟି ଓ ଗ୍ରାହକ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ । ସୂତା ବ୍ୟାଗ କାଁ ଭାଁ ଦୃଷ୍ଟି ଗୋଚର ହେଉଥିବା ବେଳେ ବିଶେଷ କରି ପ୍ଲାଷ୍ଟିକକୁ ଗୁରୁତ୍ବ ଦେଉଛନ୍ତି ସମସ୍ତେ । ଦେଖନ୍ତୁ ପୁରା ଖବର...