ରାଜ୍ୟରେ ବଢୁଛି ଦେହ ବ୍ୟବସାୟ, ନିରୀହ ଯୁବତୀ ହେଉଛନ୍ତି ଦଲାଲଙ୍କ ଶିକାର - young womens

🎬 Watch Now: Feature Video

thumbnail

By

Published : Aug 31, 2020, 10:32 PM IST

ଭୁବନେଶ୍ବର: ରାଜ୍ୟରେ ବେଧଡକ ଚାଲିଛି ସେକ୍ସ ରାକେଟ । ହୋଟେଲ ଓ ସ୍ପା ସେଣ୍ଟରରେ ବଢୁଛି ବ୍ୟବସାୟ । ସାମିଲ ହେଉଛନ୍ତି ବାଙ୍ଗଲା ଓ ଥାଇଲାଣ୍ଡ ଗାର୍ଲ । ଫୋନରେ ଫିକ୍ସ ହେଉଛି ରେଟ୍ । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ରହିଛି ବେଶ ଡିମାଣ୍ଡ । ବିଗତ କିଛି ଦିନ ଧରି ରାଜ୍ୟରେ ବଢି ଚାଲିଛି ଏପରି କାରବାର । ଗ୍ରାହକଙ୍କ ଡିମାଣ୍ଡ ଦେଖି ଚାଲୁଛି ବ୍ୟବସାୟ । ଯୁବତୀଙ୍କ ପାଇଁ ରାତି ପିଛା ନେଉଛନ୍ତି 5 ରୁ 10 ହଜାର ଟଙ୍କା । ପୋଲିସ ସ୍କାନରରୁ ବର୍ତିବାକୁ ହ୍ବାଟସପ୍‌ ଚାଟିଂରେ ରେଟ ଫିକ୍ସ କରି ଅନଲାଇନରେ ଚାଲୁଛି କାରବାର । ଯୁବତୀଙ୍କୁ ନେଇ ଠିକଣା ସ୍ଥାନରେ ପହଞ୍ଚୁଛନ୍ତି ଦଲାଲ । ଆଉ ହୋମ ସର୍ଭିସଠୁ ଆରମ୍ଭ କରି କର୍ପୋରେଟ ପ୍ଲେସ ପର୍ଯ୍ୟନ୍ତ ଚାରିଆଡେ ଖେଳିଛି ସେକ୍ସ ରାକେଟର ନେଟୱାର୍କ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.