ଲକଡାଉନ ସମୟରେ ଘର କିଣିବାକୁ ଲୋକେ ଆଗ୍ରହୀ, 40% ଇନକ୍ବାରି ଆସିଲାଣି: କ୍ରେଡାଇ
🎬 Watch Now: Feature Video
ଭୁବନେଶ୍ବର: ଓଡିଶାରେ ରିୟଲ ଇଷ୍ଟେଟ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କୋଠାବାଡି ନିର୍ମାଣ ନିୟମରେ କୋହଳ କରିଛନ୍ତି ସରକାର । କୋଠାବାଡ଼ି ନିର୍ମାଣ ନିୟମରେ ହୋଇଛି ପରିବର୍ତ୍ତନ । ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ନିୟମ 2020 । ତେବେ କୋରୋନା ମହାମାରୀ ସମୟରେ ରିୟଲ ଇଷ୍ଟେଟର ବ୍ୟବସାୟ କେତେ ପ୍ରଭାବିତ ହୋଇଛି ।