ଲକଡାଉନ ରଜରେ ଘରେ ପିଠା ପହଞ୍ଚାଇବ ଓଟିଡିସି - raja peetha on wheal
🎬 Watch Now: Feature Video
ଭୁବନେଶ୍ବର: କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍’ ଆରମ୍ଭ ହୋଇଛି। ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ ଓଟିଡିସି । ଏହିସବୁ ପିଠା ମଧ୍ୟରେ କ’ଣ ରହିଛି ଓ କିପରି ଦିଆଯିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଡିସି ମ୍ୟାନେଜର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ