ଅପରେସନ ନୋ ଦାଦା ବଟିକୁ ସଫଳତା; ଗିରଫ ହେଲେଣି 37 - operation extortion tight in cuttack
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9404893-thumbnail-3x2-police.jpg)
କଟକ: ଅପରେସନ ନୋ ଦାଦା ବଟିକୁ ମିଳୁଛି ସଫଳତା। ଅକ୍ଟୋବର ୧୪ ରୁ ଅଭିଯାନ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିଭିନ୍ନ ଥାନାରେ ୨୯ ଟି ମାମଲା ରୁଜୁ କରାଯାଇଛି । ସେହିପରି ଅକ୍ଟୋବର ୩୦ ତାରିଖ ସୁଦ୍ଧା ୩୭ ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି କହିଛନ୍ତି । ସହରବାସୀଙ୍କ ସହାୟତା ରହୁଥିବାରୁ ଏହା ସମ୍ଭବ ହେଉଛି ବୋଲି ଡିସିପି କହିଛନ୍ତି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ।