ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ କାଳୁଆଙ୍କ ଯାତ୍ରା - last phase at maa kalua yatra

🎬 Watch Now: Feature Video

thumbnail

By

Published : Oct 12, 2019, 11:34 AM IST

ବ୍ରହ୍ମପୁର: ଶେଷ ପର୍ଯ୍ୟାୟରେ ରେଶମ ସହରର ପ୍ରସିଦ୍ଧ ମା' କାଳୁଆ ଯାତ୍ରା । ପ୍ରତ୍ୟେକ ବର୍ଷ ମା'ଙ୍କ ଯାତ୍ରା ମହାଳୟା ଅମାବାସ୍ୟା ଠାରୁ ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଥାଏ । ତେବେ ଯାତ୍ରା ସରିବାକୁ ମାତ୍ର 2 ଦିନ ବାକି ଥିବା ବେଳେ ମା'ଙ୍କ ଦର୍ଶନ ଲାଗି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପାରମ୍ପରିକ ରାତିନୀତି ଅନୁଯାୟୀ, ମା'ଙ୍କୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ କିଭଳି ଚାଲିଛି ମା'ଙ୍କ ଯାତ୍ରା, ସେନଇ ଅସ୍ଥାୟୀ ମଣ୍ଡପରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.