ବାରବାଟୀ ଦିନିକିଆ: ଡିସେମ୍ବର 5ରୁ ଅନଲାଇନ ଟିକେଟ ବିକ୍ରି - INDIA VS WEST INDIES 2ND ODI
🎬 Watch Now: Feature Video

ଭୁବନେଶ୍ବର: ଐତିହାସିକ ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚ । ମ୍ୟାଚ ପାଇଁ ଡିସେମ୍ବର 5ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ସେହିଭଳି 19ରେ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଅଫ ଲାଇନ ଟିକେଟ । ଶନିବାର ସୁରକ୍ଷା ବୈଠକ ପରେ ଓସିଏ ସମ୍ପାଦକ ଏବଂ ପୋଲିସ କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଅରିଜିନାଲ ଟିକେଟରେ ରହିବ ଓସିଏର ଲୋଗୋ ।