ଅଯୋଧ୍ୟାରେ ଭୂମି ପୂଜନ, ଭୁବନେଶ୍ବର ରାମମନ୍ଦିରରେ ଭକ୍ତିମୟ ପରିବେଶ - Devotional atmosphere at the Ram Mandir in Bhubaneswar

🎬 Watch Now: Feature Video

thumbnail

By

Published : Aug 5, 2020, 12:53 PM IST

ଭୁବନେଶ୍ବର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ରଖିବେ ଆଧାରଶୀଳା। ତେବେ ଏହି ଅବସରରେ ସାରା ଦେଶ ଉତ୍ସବମୁଖରିତ ଥିବାବେଳେ ଭୁବନେଶ୍ବର ରାମମନ୍ଦିରରେ କିଭଳି ରହିଛି ମାହୋଲ.. ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଭୁବନେଶ୍ବରରୁ ତାପସ ପରିଡା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.