thumbnail

By

Published : Sep 4, 2020, 4:47 PM IST

ETV Bharat / Videos

ରାଜଦ୍ରୋହ ମାମଲାରେ ସାଲେପୁର ଯୁବକ ଗିରଫ ଘଟଣା, ଶୁଣନ୍ତୁ କଣ କହୁଛନ୍ତି କଟକ ଗ୍ରାମାଞ୍ଚଳ ଏସପି...

କଟକ: ରାଜଦ୍ରୋହ ମାମଲାରେ କଟକ ସାଲେପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି ୟୁପି ପୋଲିସ । ଫେସବୁକରୁ ଫୋନ ନମ୍ବର ସଂଗ୍ରହ କରି ଉତ୍ତର ପ୍ରଦେଶ ଜିଲ୍ଲା ହିନ୍ଦୁ ବାହିନୀର ଅଧକ୍ଷ କୂଳଦୀପ ପାଞ୍ଚାଲଙ୍କୁ ଫୋନରେ ଜଣେ ଯୁବକ ହତ୍ୟା ଧମକ ଦେଇଥିଲେ । ଏଥିସହ ସେ ଦେଶ ବିରୋଧୀ ଆପତ୍ତିଜନକ ପୋଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.