କୋରୋନା ସତର୍କତା; ଦେଖନ୍ତୁ କଣ କହୁଛନ୍ତି ବିଏମସି କମିଶନର - bmc commissioner reaction on corona
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏହା ପ୍ରଥମ ହୋଇଥିବାବେଳେ ସରକାର କୋରୋନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହପରି ଭୁବନେଶ୍ବର ପାଇଁ ବିଏମସି ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ବିଏମସି ପକ୍ଷରୁ କଣ କଣ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ବିଏମସି କମିଶନର ତଥା ସ୍ମାର୍ଟ ସିଟିର ସିଇଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ ।