‘ରାଜ୍ୟରେ ଗଚ୍ଛିତ ଅଛି ସ୍ବାସ୍ଥ୍ୟ ଉପକରଣ ଓ ଔଷଧ’
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ଉପକରଣ, ଟେଷ୍ଟିଂ କିଟ ଓ ରେମଡେସିଭିର, ଫାଭିଫିରାଭିର ଭଳି ଔଷଧ ଗଚ୍ଛିତ ଥିବା ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
TAGGED:
Corona medicine