thumbnail

By

Published : Nov 15, 2019, 8:08 PM IST

ETV Bharat / Videos

ସରକାରୀ ଜମି ମାଡି ବସିଛନ୍ତି ବିଜୁ ଜନତା ଦଳର ଲୋକେ : ତାରା

ଭୁବନେଶ୍ବର: ବିଧାନସଭାରେ ଶୁକ୍ରବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଶାସକ ଦଳ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଦିବାସୀ ଅଞ୍ଚଳରେ ସରକାରୀ ଜମିକୁ ବିଜୁ ଜନତା ଦଳର ଲୋକମାନେ ମାଡି ବସିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ସେହି ଜମିରୁ ଜବରଦଖଲ ଉଚ୍ଛେଦ କରି ସେଠାରେ ମଶାଣି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ତେବେ ବିଜେଡି ଲୋକମାନେ ଜମି ଜବରଦଖଲ କରିଥିବା ସେ କହିବା ସମୟରେ ତାଙ୍କୁ କିଛି ବିଧାୟକ ବିରୋଧ କରିଥିଲେ । ହେଲେ ସେ ଏହାର ପ୍ରମାଣ ଦେଇପାରିବେ ବୋଲି ଗୃହରେ କହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.