ସ୍ବାସ୍ଥ୍ୟକର୍ମୀଙ୍କ କାମ ହେବ ସହଜ, କୋରୋନା ଆକ୍ରାନ୍ତଙ୍କ ପାଇଁ ଆସିଲା ରୋବର୍ଟ - brahmapur engineering student invent a robot
🎬 Watch Now: Feature Video
ବ୍ରହ୍ମପୁର: କୋରୋନା ରୋଗୀଙ୍କ ସହାୟତା ପାଇଁ ଇଞ୍ଜିନିୟରିଂ ଛାତ୍ର ପ୍ରସ୍ତୁତ କଲେ ରୋବର୍ଟ । ବ୍ରହ୍ମପୁର ସହରର ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ର ବିଦ୍ୟାର୍ଥୀ ବଳରାମ ସାହୁ କରିଛନ୍ତି ଏଭଳି ଏକ ପ୍ରୟାସ । କୋରୋନା ଚିକିତ୍ସାରେ ସାମିଲ ହୋଇଥିବା ଡାକ୍ତର, ନର୍ସ , ପାରା ମେଡିକାଲ କର୍ମଚାରୀଙ୍କ କାମ କମାଇବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି ଏକ ରୋବର୍ଟ ତିଆରି କରିଛନ୍ତି ସେ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ଏଥିରେ ସେମାନଙ୍କୁ ଔଷଧ ଯୋଗାଇବାର ମଧ୍ୟ ବ୍ୟବସ୍ଥା ରହିଛି ।