ଉପ-ନିର୍ବାଚନକୁ ନେଇ କଣ କହୁଛନ୍ତି ବିଜେପୁର ଜନତା - ବିଜେପୁର ଉପନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4818763-thumbnail-3x2-kkkk.jpg)
ବରଗଡ: ବିଜେପୁର ବିଧାନସଭା ପାଇଁ ଚାଲିଛି ଉପ-ନିର୍ବାଚନ । ଗତ ଦେଢ ବର୍ଷ ମଧ୍ୟରେ 3ଥର ଭୋଟ ଦେଉଛନ୍ତି ବିଜେପୁରବାସୀ । ଗତ ନିର୍ବାଚନରେ ଏହି ଆସନରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଲଢିଥିଲେ । ପରେ ସାମ୍ବିଧାନିକ ନିୟମରୁ ବିଜେପୁରକୁ ଛାଡିଥିଲେ । ଏହାପରେ ଆଜି ପୁଣିଥରେ ଉପ-ନିର୍ବାଚନ ହେଉଛି । ଏନେଇ କଣ କହୁଛନ୍ତି ବିଜେପୁର ଜନତା...ଶୁଣନ୍ତୁ ତାଙ୍କ ମୁହଁରୁ ...