ଭାରତ ବନ୍ଦ: ଦେଖନ୍ତୁ କିପରି ରହିଛି ଭୁବନେଶ୍ବର ରେଲୱେ ଷ୍ଟେସନର ଦୃଶ୍ୟ... - ଭାରତ ବନ୍ଦ
🎬 Watch Now: Feature Video
ଭୁବନେଶ୍ବର: ଆଜି ଭାରତ ବନ୍ଦ ଥିବାବେଳେ ସକାଳୁ ଟ୍ରେନ ଚଳାଚଳ ସ୍ବାଭାବିକ ରହିଛି। କେତୋଟି ଟ୍ରେନ ବନ୍ଦ ପାଇଁ ବିଳମ୍ବରେ ଚାଲୁଥିବାବେଳେ ଏବେ ସୁଦ୍ଧା ସ୍ଥିତି ସ୍ବାଭାବିକ ରହିଛି। ତେବେ ଷ୍ଟେସନରେ ପହଞ୍ଚିବାକୁ ଲୋକଙ୍କୁ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା ।