ମାର୍କେଟ ବିଲ୍ଡିଂରେ ଆତଙ୍କରାଜ, ଗୋଡାଇ ଗୋଡାଇ ପିଟିଲେ - ମାର୍କେଟ ବିଲ୍ଡିଂରେ ଆତଙ୍କରାଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5667323-1089-5667323-1578669651897.jpg)
ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂରେ 20ରୁ 25 ଜଣ ଯୁବକ ଖେଳାଇଛନ୍ତି ଆତଙ୍କ। କେଶରୀ ମଲ୍ ସାମ୍ନାରେ ଥିବା ଉଠା ଦୋକାନକୁ ଭଙ୍ଗାରୁଜା କରିବା ସହ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।