ପୁରୀରେ ବୈଠକ ଶେଷ; ଦୂରଦର୍ଶନକୁ ସିଧାପ୍ରସାରଣ ଦାୟିତ୍ବ - ଯାଞ୍ଚ ହେଲା ରଥ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7724812-thumbnail-3x2-purimeeting.jpg)
ପୁରୀ: ସୁପ୍ରିମକୋର୍ଟରେ ଘୋଷ ଯାତ୍ରା ନେଇ ଶୁଣାଣି ଜାରି ରହିଥିବାବେଳେ ନୀଳାଦ୍ରି ଭକ୍ତ ନିବାସ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଆଜି ବଡ଼ ଦାଣ୍ଡକୁ ଖାଲି କରାଯିବା ସହ ରଥଯାତ୍ରାର ସିଧାପ୍ରସାରଣ ଦାୟିତ୍ବ ଦୂରଦର୍ଶନକୁ ଦେବାକୁ ବୈଠକରେ ସ୍ଥିର ହୋଇଛି ।