ବାହାରିଲା ଆଡ଼ପ ଅବଢ଼ା - ବାହାରିଲା ଆଡ଼ପ ଅବଢା଼
🎬 Watch Now: Feature Video

ବର୍ଷକେ ଥରେ ଶ୍ରୀଗୁଣ୍ଡିଚାରେ 6ଦିନ ରହଣି ସମୟରେ ଏହି ଅନ୍ନ ପ୍ରସାଦ ବାହାରିଥାଏ । ବର୍ଷସାରା ଶ୍ରୀମନ୍ଦିରରେ ମା' ଲକ୍ଷ୍ମୀ ସାଆନ୍ତାଣି ଶ୍ରୀକ୍ଷେତ୍ର ସାଆନ୍ତେଙ୍କୁ ପତ୍ନୀର କର୍ତ୍ତବ୍ୟ ପାଳନ କରି ନିତ୍ୟ ମହାପ୍ରସାଦ ରାନ୍ଧି ଖୁଆଥାନ୍ତି । ମାତ୍ର ବର୍ଷକେ ଏହି 6 ଦିନ ଗୁଣ୍ଡିଚା ମନ୍ଦିରରେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କ ମାତା ରୂପେ ଖାଦ୍ୟ ରନ୍ଧନ କରିଥାନ୍ତି । ଏହାକୁ କୁହାଯାଏ ଆଡପ ଅବଢା କୁହାଯାଏ ।