ଫାଇଲ ତଳେ ପଲିଥିନ ବ୍ୟାନ, ନିୟମକୁ ଫୁ କରି ଚାଲିଛି ବେଧଡକ ବ୍ୟବହାର - କାମ ଦେଉନି ପଲିଥିନ କଟକଣା
🎬 Watch Now: Feature Video

ଭୁବନେଶ୍ବରରେ କାମ ଦେଉନି ପଲିଥିନ କଟକଣା । ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ ବାସ୍ତବରେ କାର୍ଯ୍ୟକାରୀ ହେଉଛି ନା କାଗଜ କଲମରେ ସିମୀତ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଦେଖନ୍ତୁ ଏହି ରିପୋର୍ଟ...