ଗଞ୍ଜାମ-ବେଗୁନିଆପଡା ବ୍ଳକରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର - ଗଞ୍ଜାମ ନିର୍ବାଚନୀ ପ୍ରଚାର ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14537234-thumbnail-3x2-d.jpg)
ବ୍ରହ୍ମପୁର: ପଞ୍ଚମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟର ମତଦାନ ପାଇଁ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଳକରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର । ଏହି ଅବସରରେ ଜିଲ୍ଲାର କେ.ବରିଡା ଗ୍ରାମପଞ୍ଚାୟତରେ ଭୋଟରଙ୍କୁ ମନାଇବା ପାଇଁ ଜାରି ରହିଛି ପ୍ରାର୍ଥୀଙ୍କ ଶେଷ ଉଦ୍ୟମ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST