ବଜେଟ 2020: ଶୁଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

🎬 Watch Now: Feature Video

thumbnail

By

Published : Jan 28, 2020, 5:26 PM IST

ଭୁବନେଶ୍ବର: ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଆଣିବେ 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମାନ୍ଦାବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ଉପରେ ପଡୁଥିବା ଏଥର ଫୋକସରେ ଚାହିଦା ବୃଦ୍ଧି । ତେବେ କିପରି ହେବ ବଜେଟ ? କାହାକୁ ସୁହାଇବ , କାହାକୁ ବାଧିବ ଏହି ବଜେଟ । ସରକାରଙ୍କୁ କେଉଁ ସବୁ ଦିଗ ଉପରେ ଗୁରୁତ୍ବ ଦେବେ ? ଆସନ୍ତୁ ଜାଣିବା କଣ ରହିଛି ବିଶେଷଜ୍ଞଙ୍କ ମତ .. ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.