ବଜେଟରୁ କଣ ଚାହାଁନ୍ତି ଅନ୍ନଦାତା, ଶୁଣନ୍ତୁ ସେମାନଙ୍କ ମୁହଁରୁ - Reaction of Farmers regarding Union Budget 2021
🎬 Watch Now: Feature Video

ସମ୍ବଲପୁର/ ନବରଙ୍ଗପୁର: 2 ଦିନ ପରେ ଆଗତ ହେବ କୋରୋନା କାଳର ପ୍ରଥମ ବଜେଟ । ମହାମାରୀ ମାଡରେ ଚାପଗ୍ରସ୍ତ ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟର ଚାହାନ୍ତି ଅଧିକ ବୁଷ୍ଟର । ଏଭଳି ସମୟରେ ଦେଶ ଅର୍ଥନୀତିରେ ମେରୁଦଣ୍ଡ ସାଜିଥିବା ଚାଷୀଙ୍କୁ ସେମାନଙ୍କ ଆଶା ନେଇ ଚର୍ଚ୍ଚା କରିଛୁ । ଏ ନେଇ ଆମ ସମ୍ବାଦଦାତା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ମତାମତ ବୁଝିବା ସହ ଦାବି ପଚାରି ବୁଝିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା ଓ ନବରଙ୍ଗପୁରରୁ ତପନ ବିଷୋୟୀଙ୍କ ରିପୋର୍ଟ, ଇଟିଭି ଭାରତ