ପାର୍ବଣରେ ଫଳ ଆକାଶଛୁଆଁ - fruit price hike
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4661382-thumbnail-3x2-fruit.jpg)
ନୂଆଦିଲ୍ଲୀ: ପାର୍ବଣରେ ଦରଦାମ ଚିନ୍ତା । ଏପଟେ ନବରାତ୍ରୀ ଚାଲିଥିବା ଯୋଗୁଁ ଫଳ ଓ ପନିପରିବା ଉପରେ ଲୋକେ ଅଧିକ ନିର୍ଭରଶୀଳ । ଅନ୍ୟପଟେ ଚାହିଦା ବଢୁଥିବା ଯୋଗୁଁ ଦାମ ବି ଆକାଶଛୁଆଁ । ଚଳିତ ଥର ସବୁ ଫଳ ଦାମ 100 ଟଙ୍କା ପାରେଇଲାଣି । ଏଥିପାଇଁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ ।