କାଶ୍ମୀର ଯୁବତୀଙ୍କୁ ଆତ୍ମନିର୍ଭର କରୁଛି ମୁଦ୍ରା ଯୋଜନା - Kani shawls
🎬 Watch Now: Feature Video

କୁପୱାରା:କଶ୍ମୀର କୁପୱାରାର କୁଲଗ୍ରାମ ଦୁର୍ଗମ ଅଞ୍ଚଳ ଯୁବତୀଙ୍କୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରୁଛି କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନା । ପାରମ୍ପରିତ ତଥା ବିଶ୍ବପ୍ରସିଦ୍ଧ କାନ ଶାଲ (Kani shawl)କୁ ବୁଣିବା ପାଇଁ ଏହି ଯୋଜନା ଅଧିନରେ ସେମାନଙ୍କୁ ସହଜରେ ଋଣ ମିଳୁଛି । ଫଳରେ ସ୍ଥାନୀୟ ଯୁବତୀମାନେ ଏହା ଜରିଆରେ କାମ ଆରମ୍ଭ କରି ଶାଲ ବିକ୍ରି କରିବାକୁ ସକ୍ଷମ ହୋଇଥନ୍ତି । ଏହା ଦ୍ବାରା ସେମାନେ ନିଜକୁ ଆର୍ଥିକ ସ୍ଥିତିରେ ଆତ୍ମନିର୍ଭର କରିପାରିପାରୁଛନ୍ତି ।