ମାର୍କେଟ ଅପଡେଟ: ରେଡ ଆଲର୍ଟରେ ସେନସେକ୍ସ ଓ ସବୁଜରେ ନିଫ୍ଟି ବନ୍ଦ - ମାର୍କେଟ ଅପଡେଟ : ରେଡ ଆଲର୍ଟରେ ସେନସେକ୍ସ ଓ ସବୁଜରେ ନିଫ୍ଟି ବନ୍ଦ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8307719-110-8307719-1596636159785.jpg)
ମୁମ୍ବାଇ: ଗୋଟିଏ ଦିନର ବମ୍ପର ବୃଦ୍ଧି ପରେ ପୁଣି ହ୍ରାସର ସବ ବନ୍ଦ ହୋଇଛି ଘରୋଇ ସେୟାର ବଜାର । ସେନସେକ୍ସ 24 ପଏଣ୍ଟ ହ୍ରାସ ସହ 37,663 ଓ ନିଫ୍ଟି 24 ପଏଣ୍ଟ ବୃଦ୍ଧି ପାଇଁ ସବୁଜ ସଙ୍କେତରେ କାରବାର ବନ୍ଦ କରିଛି । ସେପଟେ ରୂପା କିଲୋ 70 ହଜାର ଟପି 2011 ସ୍ତର ମୁହାଁ ହୋଇଛି । ଏଥିସହ ସୁନା ମଧ୍ୟ 10 ଗ୍ରାମ ପିଛା 50 ହଜାର ନିକଟତର ହୋଇଛି ।