ମାର୍କେଟ ଅପଡେଟ: ବଜାରରେ ଅଭିବୃଦ୍ଧି ଜାରି, ଅପରିବର୍ତ୍ତିତ ତେଲ ଦାମ - stock market continues to rise
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7865907-796-7865907-1593699711874.jpg)
ମୁମ୍ବାଇ: କୋରୋନା ଭାଇରସ ଟିକା ପରୀକ୍ଷଣ ଉତ୍ସାହଜନକ ରହିବା ଖବର ମଧ୍ୟରେ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ଦେଖାଦେଇଛି । ଏହାର ପ୍ରଭାବରେ ଗୁରୁବାର ଘରୋଇ ବଜାରରେ ବମ୍ପର ବୃଦ୍ଧି ହୋଇଛି । ଏପେଟ ଡଲାର ତୁଳନାରେ ଟଙ୍କା 3 ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେହିପରି ଆଜିକୁ ତୃତୀୟ ଦିନ ଧରି ପେଟ୍ରୋଲ ଦାମ ଅପରିବର୍ତ୍ତିତ ରହିଛି ।