ମାର୍କେଟ ଅପଡେଟ: ଅସ୍ଥିର ବଜାର ସାମାନ୍ୟ ବୃଦ୍ଧି ସହ ବନ୍ଦ - ଆଜିର କାରବାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8552582-322-8552582-1598359365720.jpg)
ମୁମ୍ବାଇ: ମଙ୍ଗଳବାର ଘରୋଇ ସେୟାର ବଜାରରେ ଅଧିକ ଅସ୍ଥିରତା ଦେଖିବାକୁ ମିଳିଛି । ବଜାର ହ୍ରାସ-ବୃଦ୍ଧି ସହ କାରବାର କରିଛି । ଶେଷରେ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ଟାଟା ମୋଟର୍ସ ସେୟାର ସବୁଠୁ ଅଧିକ ପ୍ରଫିଟ କମାଇଥିବା ବେଳେ Eicher Motors ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ଭଲ କାରବାର କରିଛି । ସେପଟେ ପେଟ୍ରୋଲ ଦାମ ଲଗାତା ଷଷ୍ଠ ଦିନରେ ବୃଦ୍ଧି ହୋଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଛି ।