ମାର୍କେଟ ରାଉଣ୍ଡଅପ: ଦୁର୍ବଳ ବୈଶ୍ବିକ ସଙ୍କେତରେ ଘରୋଇ ବଜାର ନିରାଶ - ବଜାର ହାଲଚାଲ

🎬 Watch Now: Feature Video

thumbnail

By

Published : Jul 10, 2020, 7:49 PM IST

ମୁମ୍ବାଇ: ଏସିଆର ଅନ୍ୟ ସେୟାର ବଜାରରେ ହ୍ରାସ ମଧ୍ୟରେ ଆର୍ଥିକ କମ୍ପାନୀ ସେୟାର ସୂଚକାଙ୍କ ତଳମୁହାଁ ହୋଇଛି । ଫଳରେ ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ 143 ପଏଣ୍ଟ ହ୍ରାସ ପାଇ 36,594.33 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 45ପଏଣ୍ଟ ଖସି 10,768.05 ପଏଣ୍ଟରେ କାରବାର ଶେଷ କରିଛି । ସେପଟେ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.