ବଜେଟ 2020: କଣ ଚାହାନ୍ତି ବ୍ୟବସାୟୀ, ଶୁଣନ୍ତୁ..

🎬 Watch Now: Feature Video

thumbnail

By

Published : Jan 28, 2020, 5:27 PM IST

ଭୁବନେଶ୍ବର: ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଆଣିବେ 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମାନ୍ଦାବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ଉପରେ ପଡୁଥିବା ଏଥର ଫୋକସରେ ଚାହିଦା ବୃଦ୍ଧି । ତେବେ ସୀତାରମଣଙ୍କ ବଜେଟ ବହିର ପୃଷ୍ଠାରେ କଣ ରହିବ । ଏ ନେଇ କଣ ଆଶା ରଖୁଛନ୍ତି ବ୍ୟବସାୟୀ...ଶୁଣନ୍ତୁ ସେମାନଙ୍କ ମୁହଁରୁ   ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.