ବଜେଟ 2020: ନିର୍ମଳାଙ୍କ ଠୁ ଅଧିକ ଆଶା ରଖିଛି କୃଷି କ୍ଷେତ୍ର - କୃଷି ବଜେଟ
🎬 Watch Now: Feature Video
ନୂଆଦିଲ୍ଲୀ: କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ଆମ ଭୋଜନ ଠାରୁ ଆମ କପଡା ପର୍ଯ୍ୟନ୍ତ ସବୁ କିଛି ଆମ କୃଷକ ହିଁ ତ ଦେଇଥାନ୍ତି । ହେଲେ ଆଶ୍ଚର୍ଯ୍ୟ ଯେ କୃଷକଙ୍କ ଭାଗ ଆମ ଦେଶର ଅର୍ଥବ୍ୟବସ୍ଥାରୁ ହ୍ରାସ ପାଇବାରେ ଲାଗିଛି । 2014-15ରେ ଜିଡିପିର 18 ପ୍ରତିଶତ କୃଷକଙ୍କ ଠାରୁ ମିଳୁଥିବା ବେଳେ 2018-19ରେ ଏହା 14 ପ୍ରତିଶତକୁ ଖସିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଟ୍ରେଣ୍ଡକୁ ରୋକିବା ପାଇଁ ଆମେ କେବଳ ଘୋଷଣାରେ ଅଟକିଯିବା ନାହିଁ, ବରଂ ସମୟ ଆସିଯାଇଛି କି ବାସ୍ତବରେ କିଛି କାମ ଉପରେ ଧ୍ୟାନ ଦେବା ।