ମାନ୍ଦାରେ କାଶ୍ମୀର ବନ୍ଧୁକ କାରଖାନା, ସଂଘର୍ଷ କରୁଛନ୍ତି କର୍ମଚାରୀ - kasmir
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/images/320-214-2851238-813-a4b47bef-409c-4f8b-a67c-7423baa35c1a.jpg)
ବନ୍ଦ ହେବାକୁ ବସିଛି କାଶ୍ମିରୀ ବନ୍ଧୁକ କାରଖାନା । ସରକାରୀ କଟକଣା ଯୋଗୁଁ ବେପାର ଠପ୍। ଜନତାଙ୍କ ପାଇଁ ବନ୍ଧୁକ ତିଆରି କରୁଥିବା ଏହି କାରଖାନା ଗୁଡିକ ଏବେ ଅଚଳ ପ୍ରାୟ । ଏଥିଯୋଗୁଁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ପରିବାର ପ୍ରତିପୋଷଣ ମୁସକିଲ ହୋଇପଡିଛି । ଅପେକ୍ଷା ସରକାରୀ ସହାୟତାକୁ ।