ବ୍ରାଉନସୁଗାର ଡିଲ ଭିଡ଼ିଓ ଭାଇରାଲ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

By

Published : Mar 6, 2022, 10:46 AM IST

Updated : Feb 3, 2023, 8:18 PM IST

thumbnail
ବାଲେଶ୍ବର: 26 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ସହ ଜଣଙ୍କୁ ଗିରଫ କଲା ଭୋଗରାଇ ଅବକାରୀ ବିଭାଗ। ଶନିବାର ଏକ ଧାନ କଳରେ ବ୍ରାଉନସୁଗାର ଡିଲ ହେଉଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ 260 ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ହେଉଛି ଅତୁଲ କୁମାର ଦାସ । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.