Panchayat Election campaign: ଭୁବନପୁର ପଞ୍ଚାୟତରେ ଜମୁଛି ପ୍ରଚାର - ପଞ୍ଚାୟତ ନିର୍ବାଚନ 2022
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14398596-thumbnail-3x2-k.jpg)
ବ୍ରହ୍ମଗିରି: ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ସରଗରମ ରାଜ୍ୟ ରାଜନୀତି । ଗାଁ ଗାଁରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ପୁରୀ ଜିଲ୍ଲା ଭୁବନପୁର ପଞ୍ଚାୟତରେ ନିର୍ବାଚନର ତାତି ଦେଖିବାକୁ ମିଳିଛି । ଭୋଟରଙ୍କୁ ମନେଇବା ପାଇଁ ଲାଗି ପଡିଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଭୋଟରଙ୍କୁ ପୁସିଂ କାର୍ଡ ମଧ୍ୟ ଦେଉଛନ୍ତି । ପଞ୍ଚାୟତରେ ରାସ୍ତା, ପାନୀୟ ଜଳ ଓ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ସମସ୍ୟା ରହିଥିବା କହିଛନ୍ତି ଭୋଟର ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ